'ହରଭଙ୍ଗା ବ୍ଲକ ର ୮/୯ ଜୋନ ର ବରିଷ୍ଠ ବିଜେଡି ନେତା ଙ୍କୁ ନେଇ ଶୀତଳ ପାଣି ଠାରେ ବୈଠକ ଅନୁଷ୍ଠତ ହୋଇଥିଲା. ଏଥିରେ ଯୋଗଦେଇଥିଲେ ପୂର୍ବତନ ମନ୍ତ୍ରୀ ତଥା ବୌଦ୍ଧ ବିଧାନସଭା ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ . ଏଇ ସଭାରେ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା କର୍ମୀ ମାନେ ନିଜ ନିଜର ବ୍ୟକ୍ତବ ଉପସ୍ଥାପନ କରିଥିଲେ ସଭାର ସଭାପତିତ କରିଥିଲେ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ, ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଯୋଗଦେଇଥିଲେ ଓ ପରିଷ୍ଟ ବିଜେଡି ନେତା ରବିନାରାୟଣ ପ୍ରଧାନ, ସୁବଧ କୁମାର ପ୍ରଧାନ, ସୀତାରାମ ଅଗ୍ରୱାଲ, ତିରି ମହାକୁଡ଼, ଯୁବ ନେତା ଅବକାଶ ସାହୁ, ନିରଞ୍ଜନ ସାହୁ, ସଂଜିତ୍ ଦେହୁରୀ ହରଭଙ୍ଗା ବ୍ଲକ ସରପଞ୍ଚ ସଂଘ ସଭାପତି ଶ୍ରୀଯୁକ୍ତ ନିହାର ରଞ୍ଜନ, ଅଶୋକ କୁମାର ସେଠୀ ଓ ଅନ୍ୟାନ୍ୟ ନେତ୍ରୁ ମଣ୍ଡଳି ସମସ୍ତେ ଡବଲ ଇଞ୍ଜିନ ସରକାର ବିଷୟରେ କିଭଳି ଅନ୍ୟାୟ କରିଚାଲିଛି ଓ ବ୍ଲକ ରେ ଚାଲିଥିବା PC କାରବାରକୁ କିପରି ରୋକାଜିବ ଆଲୋଚନା କରାଯାଇଥିଲା, ଆଗାମୀ ଦିନରେ କିଭଳି ଦଳକୁ ମଜଭୁତ କରି ଆଗେଇଁ ନେବା ସମସ୍ତେ ସଂକଳ୍ପ କରିଥିଲେ, ପରିଶେଷରେ ବିଜେଡି ର ଏକ ମିଶ୍ରଣ ବର୍ବ ମଧ୍ୟ ହୋଇଥିଲା ଅବସରପ୍ରାପ୍ତ ରେଞ୍ଜେ ଅଧିକାରୀ ରବୀନ୍ଦ୍ର ପାତ୍ର ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ଯୋଗଦେଇଥିଲେ, ସେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତଥା ବିଜେଡି ରେ ଅନୁପ୍ରାଣିତ ହୋଇ ବିଜେଡି ରେ ସାମିଲ ହୋଇଥିଲେ ତାଙ୍କୁ ବିଜେଡି ର ନେତୃବୃନ୍ଦ ତଥା ବୌଦ୍ଧ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ପୁଷ୍ପଗୋଛ ତଥା ବିଜେଡି ର ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ, ଶେଷରେ ଧନ୍ୟବାଦ୍ ସହିତ ସଭା ସାଙ୍ଗ କରିଥିଲେ ଶ୍ରୀଯୁକ୍ତ ଅବକାଶ ସାହୁ .'
© 2021 Today News 24 Odisha. All rights reserved | Developed by : SRADHA WEBCREATIONS