ପୁରା ଖବର ବିଷୟରେ


କାଶୀପୁର ବ୍ଲକ ରେ ବି. ଜେ. ପି ଦଳ ର ବୁଥ ବିଜୟ ର ଅଭିଯାନ ଆରମ୍ଭ.

Apr 20 2024 4:26PM
Posted By: ସତ୍ୟନାରାୟଣ ସାହୁଙ୍କ ରିପୋର୍ଟ

'କାଶୀପୁର ବ୍ଲକ ସ୍ଥାନୀୟ ହନୁମାନ ମନ୍ଦିର ରେ ପୂଜା ଅର୍ଚନା କରୀ କାଶୀପୁର ବ୍ଲକ ର ତିନୋଟି ଜୋନ ର ସଭାପତି ଯଥା (କ )ଉମା ଶଙ୍କର ନାୟକ (ଖ )ହରିସ ମୁଦୁଲି (ଗ )ସନ୍ତୋଷ ମହାନ୍ତି ଙ୍କ ନେତୃତ୍ୱ ରେ ଶତାଧିକ ବି ଜେ ପି କର୍ମୀ ଙ୍କ ଉପସ୍ଥିତ ରେ ରାୟଗଡା ବିଧାନସଭା ଭାରତୀୟ ଜନତା ପାର୍ଟି ର ବିଧାୟକ ପ୍ରାଥୀ ଶ୍ରୀ ବସନ୍ତ ଉଲାକା ଙ୍କୁ ଭବ୍ୟ ସ୍ୱାଗତ ପରେ ହନୁମାନ ଜୀଉ ଙ୍କ ଆଶୀର୍ବାଦ ଭିକ୍ଷା କରୀ ବୁଥ ବିଜୟର ଅଭିଯାନ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି ।'





© 2021 Today News 24 Odisha. All rights reserved | Developed by : SRADHA WEBCREATIONS